or_tn/heb/09/15.md

2.4 KiB
Raw Permalink Blame History

For this reason

ଫଳସ୍ବରୂପ କିମ୍ବା “ଏଥି ସକାଶୁ”

he is the mediator of a new covenant

ଏହାର ଅର୍ଥ ଯେ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ନୂତନ ନିୟମକୁ ସ୍ଥାପନ କରାଇଲେ I

first covenant

ଦେଖ ଏବ୍ରୀ ୮:୭ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I

to free those under the first covenant from their sins

ସେମାନଙ୍କ ପାପଭାର ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ I ସମ୍ଭାବିତ ଅର୍ଥ ଗୁଡିକ ୧) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦୋଷ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ଦୋଷ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” ) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ପାପ ନିମନ୍ତେ ଦଣ୍ଡ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” (ଦେଖ: rc://*/ta/man/translate/figs-metonymy)

those who are called

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ଆପଣା ସନ୍ତାନ ହେବା ନିମନ୍ତେ ମନୋନୀତ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)

inheritance

ଈଶ୍ବର ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟ ପ୍ରାପ୍ତହେବା ସମ୍ବନ୍ଧରେ କୁହାଯାଏ ଯେପରି ଏହା ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ଅଧିକାର କରିବା I (ଦେଖ: rc://*/ta/man/translate/figs-metaphor)