# For this reason ଫଳସ୍ବରୂପ କିମ୍ବା “ଏଥି ସକାଶୁ” # he is the mediator of a new covenant ଏହାର ଅର୍ଥ ଯେ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ନୂତନ ନିୟମକୁ ସ୍ଥାପନ କରାଇଲେ I # first covenant ଦେଖ [ଏବ୍ରୀ ୮:୭](../08/07.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I # to free those under the first covenant from their sins ସେମାନଙ୍କ ପାପଭାର ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ I ସମ୍ଭାବିତ ଅର୍ଥ ଗୁଡିକ ୧) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦୋଷ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ଦୋଷ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” ୨) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ପାପ ନିମନ୍ତେ ଦଣ୍ଡ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” (ଦେଖ: [[rc://*/ta/man/translate/figs-metonymy]]) # those who are called ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ଆପଣା ସନ୍ତାନ ହେବା ନିମନ୍ତେ ମନୋନୀତ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # inheritance ଈଶ୍ବର ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟ ପ୍ରାପ୍ତହେବା ସମ୍ବନ୍ଧରେ କୁହାଯାଏ ଯେପରି ଏହା ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ଅଧିକାର କରିବା I (ଦେଖ: [[rc://*/ta/man/translate/figs-metaphor]])