24 lines
2.4 KiB
Markdown
24 lines
2.4 KiB
Markdown
|
# For this reason
|
|||
|
|
|||
|
ଫଳସ୍ବରୂପ କିମ୍ବା “ଏଥି ସକାଶୁ”
|
|||
|
|
|||
|
# he is the mediator of a new covenant
|
|||
|
|
|||
|
ଏହାର ଅର୍ଥ ଯେ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ନୂତନ ନିୟମକୁ ସ୍ଥାପନ କରାଇଲେ I
|
|||
|
|
|||
|
# first covenant
|
|||
|
|
|||
|
ଦେଖ [ଏବ୍ରୀ ୮:୭](../08/07.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I
|
|||
|
|
|||
|
# to free those under the first covenant from their sins
|
|||
|
|
|||
|
ସେମାନଙ୍କ ପାପଭାର ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ I ସମ୍ଭାବିତ ଅର୍ଥ ଗୁଡିକ ୧) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦୋଷ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ଦୋଷ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” ୨) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ପାପ ନିମନ୍ତେ ଦଣ୍ଡ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” (ଦେଖ: [[rc://*/ta/man/translate/figs-metonymy]])
|
|||
|
|
|||
|
# those who are called
|
|||
|
|
|||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ଆପଣା ସନ୍ତାନ ହେବା ନିମନ୍ତେ ମନୋନୀତ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
|
|||
|
|
|||
|
# inheritance
|
|||
|
|
|||
|
ଈଶ୍ବର ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟ ପ୍ରାପ୍ତହେବା ସମ୍ବନ୍ଧରେ କୁହାଯାଏ ଯେପରି ଏହା ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ଅଧିକାର କରିବା I (ଦେଖ: [[rc://*/ta/man/translate/figs-metaphor]])
|