or_tn/act/25/23.md

1.5 KiB

General Information:

ଯଦିଓ ସେ ଅଳ୍ପ କେତେକ ଅଞ୍ଚଳ ଉପରେ ଶାସନ କରୁଥିଲେ, ତଥାପି ଅଗ୍ରିପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ I ବର୍ଣ୍ଣୀକୀ ତାହାଙ୍କ ଭଉଣୀ ଥିଲେ I ଏହି ନାମଗୁଡିକୁ ପ୍ରେରିତ ୨୫:୧୩ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I

Connecting Statement:

ଫେଷ୍ଟ ପୁନର୍ବାର ରାଜା ଅଗ୍ରିପ୍ପାଙ୍କୁ ପାଉଲଙ୍କ ଘଟଣା ବିଷୟରେ ସୂଚନା ଦେଉଛନ୍ତି I

with much ceremony

ସେମାନଙ୍କ ସମ୍ମାନାର୍ଥେ ମହା ସମାରୋହରେ

the hall

ଏହା ଗୋଟିଏ ବୃହତ୍ କୋଠାରୀ ଥିଲା, ଯେଉଁଥିରେ ଉତ୍ସବ, ବିଚାର ଓ ଅନ୍ୟାନ୍ୟ ଘଟଣାବେଳେ ଲୋକମାନେ ଏକତ୍ର ହେଉଥିଲେ I

Paul was brought to them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ସମ୍ମୁଖରେ ଉଭାହେବା ନିମନ୍ତେ ସୈନ୍ୟମାନେ ପାଉଲଙ୍କୁ ଆଣିଲେ” (ଦେଖ: rc://*/ta/man/translate/figs-activepassive)