1.5 KiB
1.5 KiB
General Information:
ଯଦିଓ ସେ ଅଳ୍ପ କେତେକ ଅଞ୍ଚଳ ଉପରେ ଶାସନ କରୁଥିଲେ, ତଥାପି ଅଗ୍ରିପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ I ବର୍ଣ୍ଣୀକୀ ତାହାଙ୍କ ଭଉଣୀ ଥିଲେ I ଏହି ନାମଗୁଡିକୁ ପ୍ରେରିତ ୨୫:୧୩ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I
Connecting Statement:
ଫେଷ୍ଟ ପୁନର୍ବାର ରାଜା ଅଗ୍ରିପ୍ପାଙ୍କୁ ପାଉଲଙ୍କ ଘଟଣା ବିଷୟରେ ସୂଚନା ଦେଉଛନ୍ତି I
with much ceremony
ସେମାନଙ୍କ ସମ୍ମାନାର୍ଥେ ମହା ସମାରୋହରେ
the hall
ଏହା ଗୋଟିଏ ବୃହତ୍ କୋଠାରୀ ଥିଲା, ଯେଉଁଥିରେ ଉତ୍ସବ, ବିଚାର ଓ ଅନ୍ୟାନ୍ୟ ଘଟଣାବେଳେ ଲୋକମାନେ ଏକତ୍ର ହେଉଥିଲେ I
Paul was brought to them
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ସମ୍ମୁଖରେ ଉଭାହେବା ନିମନ୍ତେ ସୈନ୍ୟମାନେ ପାଉଲଙ୍କୁ ଆଣିଲେ” (ଦେଖ: rc://*/ta/man/translate/figs-activepassive)