or_tn/act/25/13.md

1.0 KiB

General Information:

ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ ଘଟଣା ମଧ୍ୟରେ ନୂଆ ଲୋକମାନେ ଅଟନ୍ତି I ଯଦିଓ ସେ କେବଳ ଅଳ୍ପ କେତେକ ଅଞ୍ଚଳରେ ଶାସନ କରୁଥିଲେ, ଏହି ସମୟରେ ରାଜା ଆଗ୍ରିପ୍ପା ପାଲେଷ୍ଟାଇନର ଶାସନକର୍ତ୍ତା ରାଜା ଥିଲେ I ବର୍ଣ୍ଣୀକୀ ଆଗ୍ରିପ୍ପାଙ୍କ ଭଉଣୀ ଅଟନ୍ତି I

Connecting Statement:

ଫେଷ୍ଟ, ରାଜା ଆଗ୍ରିପ୍ପାଙ୍କୁ ପାଉଲଙ୍କ ବିଷୟ ବର୍ଣ୍ଣନା କରୁଛନ୍ତି I

Now

ଏହି ଶବ୍ଦ ବିବରଣୀରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନିତ କରୁଛି I

to pay an official visit to Festus

ସରକାରୀ ବିଷୟ ନେଇ ଫେଷ୍ଟଙ୍କୁ ସାକ୍ଷାତ କରିବାକୁ