# General Information: ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ ଘଟଣା ମଧ୍ୟରେ ନୂଆ ଲୋକମାନେ ଅଟନ୍ତି I ଯଦିଓ ସେ କେବଳ ଅଳ୍ପ କେତେକ ଅଞ୍ଚଳରେ ଶାସନ କରୁଥିଲେ, ଏହି ସମୟରେ ରାଜା ଆଗ୍ରିପ୍ପା ପାଲେଷ୍ଟାଇନର ଶାସନକର୍ତ୍ତା ରାଜା ଥିଲେ I ବର୍ଣ୍ଣୀକୀ ଆଗ୍ରିପ୍ପାଙ୍କ ଭଉଣୀ ଅଟନ୍ତି I # Connecting Statement: ଫେଷ୍ଟ, ରାଜା ଆଗ୍ରିପ୍ପାଙ୍କୁ ପାଉଲଙ୍କ ବିଷୟ ବର୍ଣ୍ଣନା କରୁଛନ୍ତି I # Now ଏହି ଶବ୍ଦ ବିବରଣୀରେ ଗୋଟିଏ ନୂଆ ଘଟଣାର ଆରମ୍ଭକୁ ଚିହ୍ନିତ କରୁଛି I # to pay an official visit to Festus ସରକାରୀ ବିଷୟ ନେଇ ଫେଷ୍ଟଙ୍କୁ ସାକ୍ଷାତ କରିବାକୁ