or_tn/act/25/23.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯଦିଓ ସେ ଅଳ୍ପ କେତେକ ଅଞ୍ଚଳ ଉପରେ ଶାସନ କରୁଥିଲେ, ତଥାପି ଅଗ୍ରିପ୍ପା ସେହି ସମୟରେ ପାଲେଷ୍ଟାଇନର ଶାସନକାରୀ ରାଜା ଥିଲେ I ବର୍ଣ୍ଣୀକୀ ତାହାଙ୍କ ଭଉଣୀ ଥିଲେ I ଏହି ନାମଗୁଡିକୁ [ପ୍ରେରିତ ୨୫:୧୩](../25/13.md)ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I
# Connecting Statement:
ଫେଷ୍ଟ ପୁନର୍ବାର ରାଜା ଅଗ୍ରିପ୍ପାଙ୍କୁ ପାଉଲଙ୍କ ଘଟଣା ବିଷୟରେ ସୂଚନା ଦେଉଛନ୍ତି I
# with much ceremony
ସେମାନଙ୍କ ସମ୍ମାନାର୍ଥେ ମହା ସମାରୋହରେ
# the hall
ଏହା ଗୋଟିଏ ବୃହତ୍ କୋଠାରୀ ଥିଲା, ଯେଉଁଥିରେ ଉତ୍ସବ, ବିଚାର ଓ ଅନ୍ୟାନ୍ୟ ଘଟଣାବେଳେ ଲୋକମାନେ ଏକତ୍ର ହେଉଥିଲେ I
# Paul was brought to them
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ସମ୍ମୁଖରେ ଉଭାହେବା ନିମନ୍ତେ ସୈନ୍ୟମାନେ ପାଉଲଙ୍କୁ ଆଣିଲେ” (ଦେଖ: [[rc://*/ta/man/translate/figs-activepassive]])