or_tn/act/22/12.md

1.2 KiB

General Information:

“ସେ” ଶବ୍ଦଗୁଡିକ ହନନିୟଙ୍କୁ ବୁଝାଏ I

Ananias

ଯଦିଓ ଯେ ପୂର୍ବରୁ ପ୍ରେରିତ ୫:୩ରେ ମୃତ୍ୟୁ ଭୋଗ କରିଥିଲେ ଏ ସେହି ଏକା ହନନିୟ ନୁହନ୍ତି, ତଥାପି ତୁମେ ଯେ ପ୍ରକାରେ ପ୍ରେରିତ ୫:୧ରେ ଅନୁବାଦ କରିଥିଲ, ସେ ପ୍ରକାରେ ଏହାକୁ ଅନୁବାଦ କରିପାର I (ଦେଖ: rc://*/ta/man/translate/translate-names)

devout man according to the law

ଈଶ୍ବରଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ହନନିୟ ଅତି ଯତ୍ନଶୀଳ ଥିଲେ I

well spoken of by all the Jews who lived there

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ବାସ କରୁଥିବା ଯିହୂଦୀମାନଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ଥିଲା” (ଦେଖ: rc://*/ta/man/translate/figs-activepassive)