# General Information: “ସେ” ଶବ୍ଦଗୁଡିକ ହନନିୟଙ୍କୁ ବୁଝାଏ I # Ananias ଯଦିଓ ଯେ ପୂର୍ବରୁ [ପ୍ରେରିତ ୫:୩](../05/03.md)ରେ ମୃତ୍ୟୁ ଭୋଗ କରିଥିଲେ ଏ ସେହି ଏକା ହନନିୟ ନୁହନ୍ତି, ତଥାପି ତୁମେ ଯେ ପ୍ରକାରେ [ପ୍ରେରିତ ୫:୧](../05/01.md)ରେ ଅନୁବାଦ କରିଥିଲ, ସେ ପ୍ରକାରେ ଏହାକୁ ଅନୁବାଦ କରିପାର I (ଦେଖ: [[rc://*/ta/man/translate/translate-names]]) # devout man according to the law ଈଶ୍ବରଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ହନନିୟ ଅତି ଯତ୍ନଶୀଳ ଥିଲେ I # well spoken of by all the Jews who lived there ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ବାସ କରୁଥିବା ଯିହୂଦୀମାନଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ଥିଲା” (ଦେଖ: [[rc://*/ta/man/translate/figs-activepassive]])