or_tn/act/22/12.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
“ସେ” ଶବ୍ଦଗୁଡିକ ହନନିୟଙ୍କୁ ବୁଝାଏ I
# Ananias
ଯଦିଓ ଯେ ପୂର୍ବରୁ [ପ୍ରେରିତ ୫:୩](../05/03.md)ରେ ମୃତ୍ୟୁ ଭୋଗ କରିଥିଲେ ଏ ସେହି ଏକା ହନନିୟ ନୁହନ୍ତି, ତଥାପି ତୁମେ ଯେ ପ୍ରକାରେ [ପ୍ରେରିତ ୫:୧](../05/01.md)ରେ ଅନୁବାଦ କରିଥିଲ, ସେ ପ୍ରକାରେ ଏହାକୁ ଅନୁବାଦ କରିପାର I (ଦେଖ: [[rc://*/ta/man/translate/translate-names]])
# devout man according to the law
ଈଶ୍ବରଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ହନନିୟ ଅତି ଯତ୍ନଶୀଳ ଥିଲେ I
# well spoken of by all the Jews who lived there
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ବାସ କରୁଥିବା ଯିହୂଦୀମାନଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ଥିଲା” (ଦେଖ: [[rc://*/ta/man/translate/figs-activepassive]])