or_tn/act/20/33.md

885 B
Raw Permalink Blame History

Connecting Statement:

ପାଉଲ ଏଫିସୀୟ ମଣ୍ଡଳୀର ନେତାମାନଙ୍କୁ କଥା କହିବାର ଶେଷ କରୁଛନ୍ତି; ଯାହା ସେ ସେମାନଙ୍କୁ ପ୍ରେରିତ :୧୮ରେ କହିବାକୁ ଆରମ୍ଭ କରିଥିଲେ I

I coveted no man's silver

ମୁଁ କାହାରି ରୂପା ଲୋଭ କଲି ନାହିଁ କିମ୍ବା “ମୁଁ ମୋ ନିଜ ପାଇଁ କୌଣସି ଲୋକର ରୂପା ଚାହିଁଲି ନାହିଁ”

man's silver, gold, or clothing

ବସ୍ତ୍ରକୁ ଏକ ସମ୍ପତ୍ତି ଭାବରେ ବିବେଚନା କରାଯାଏ; ତୁମ୍ଭର ଯେତେ ଅଧିକ ଥିବ, ତୁମ୍ଭେ ସେତେ ଅଧିକ ଧନୀ ଗଣିତ ହେବ I