or_tn/act/20/18.md

1021 B

You yourselves

ଏଠାରେ “ତୁମ୍ଭେମାନେ ନିଜେ” ଗୁରୁତ୍ବ ଦେବପାଇଁ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-rpronouns)

I set foot in Asia

ଏଠାରେ “ପାଦ” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଆସିଆରେ ପଦାର୍ପଣ କଲି” (ଦେଖ: rc://*/ta/man/translate/figs-synecdoche)

how I always spent my time with you

ଏହା ସମୟ ବିଷୟରେ କହେ ସତେ ଯେପରି ଏହା କିଛି ଜିନିଷ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ମୁଁ ନିଜେ ସର୍ବଦା କିପରି ଆଚରଣ କରିଥିଲି” (ଦେଖ: rc://*/ta/man/translate/figs-metaphor)