# You yourselves ଏଠାରେ “ତୁମ୍ଭେମାନେ ନିଜେ” ଗୁରୁତ୍ବ ଦେବପାଇଁ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-rpronouns]]) # I set foot in Asia ଏଠାରେ “ପାଦ” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଆସିଆରେ ପଦାର୍ପଣ କଲି” (ଦେଖ: [[rc://*/ta/man/translate/figs-synecdoche]]) # how I always spent my time with you ଏହା ସମୟ ବିଷୟରେ କହେ ସତେ ଯେପରି ଏହା କିଛି ଜିନିଷ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ମୁଁ ନିଜେ ସର୍ବଦା କିପରି ଆଚରଣ କରିଥିଲି” (ଦେଖ: [[rc://*/ta/man/translate/figs-metaphor]])