# Connecting Statement: ପାଉଲ ଏଫିସୀୟ ମଣ୍ଡଳୀର ନେତାମାନଙ୍କୁ କଥା କହିବାର ଶେଷ କରୁଛନ୍ତି; ଯାହା ସେ ସେମାନଙ୍କୁ [ପ୍ରେରିତ ୨୦:୧୮](../20/18.md)ରେ କହିବାକୁ ଆରମ୍ଭ କରିଥିଲେ I # I coveted no man's silver ମୁଁ କାହାରି ରୂପା ଲୋଭ କଲି ନାହିଁ କିମ୍ବା “ମୁଁ ମୋ ନିଜ ପାଇଁ କୌଣସି ଲୋକର ରୂପା ଚାହିଁଲି ନାହିଁ” # man's silver, gold, or clothing ବସ୍ତ୍ରକୁ ଏକ ସମ୍ପତ୍ତି ଭାବରେ ବିବେଚନା କରାଯାଏ; ତୁମ୍ଭର ଯେତେ ଅଧିକ ଥିବ, ତୁମ୍ଭେ ସେତେ ଅଧିକ ଧନୀ ଗଣିତ ହେବ I