or_tn/act/20/33.md

12 lines
885 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଏଫିସୀୟ ମଣ୍ଡଳୀର ନେତାମାନଙ୍କୁ କଥା କହିବାର ଶେଷ କରୁଛନ୍ତି; ଯାହା ସେ ସେମାନଙ୍କୁ [ପ୍ରେରିତ :୧୮](../20/18.md)ରେ କହିବାକୁ ଆରମ୍ଭ କରିଥିଲେ I
# I coveted no man's silver
ମୁଁ କାହାରି ରୂପା ଲୋଭ କଲି ନାହିଁ କିମ୍ବା “ମୁଁ ମୋ ନିଜ ପାଇଁ କୌଣସି ଲୋକର ରୂପା ଚାହିଁଲି ନାହିଁ”
# man's silver, gold, or clothing
ବସ୍ତ୍ରକୁ ଏକ ସମ୍ପତ୍ତି ଭାବରେ ବିବେଚନା କରାଯାଏ; ତୁମ୍ଭର ଯେତେ ଅଧିକ ଥିବ, ତୁମ୍ଭେ ସେତେ ଅଧିକ ଧନୀ ଗଣିତ ହେବ I