or_tn/act/20/25.md

1.5 KiB
Raw Permalink Blame History

Connecting Statement:

ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ କଥା କହିବାରେ ଲାଗିଛନ୍ତି (ପ୍ରେରିତ :୧୭)I

Now look, I know

ଏବେ, ଯତ୍ନ ସହକାରେ ଧ୍ୟାନ ଦିଅ, କାରଣ ମୁଁ ଜାଣେ

I know that you all

ମୁଁ ଜାଣେ ଯେ ତୁମ୍ଭେମାନେ ସମସ୍ତେ

among whom I went about proclaiming the kingdom

ଏଠାରେ” ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ ବିଷୟକ ସମ୍ବାଦ ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରକାଶ କରିବେ ତାହା ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” (ଦେଖ: rc://*/ta/man/translate/figs-metonymy)

will see my face no more

ଏଠାରେ “ମୁହଁ” ଶବ୍ଦଟି ପାଉଲଙ୍କର ଶାରୀରିକ ଦେହକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପୃଥିବୀରେ ମୋତେ ଆଉ ଦେଖିବ ନାହିଁ” (ଦେଖ: rc://*/ta/man/translate/figs-synecdoche)