or_tn/act/20/17.md

1021 B
Raw Permalink Blame History

General Information:

ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ସେ କହୁଥିବା ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

Connecting Statement:

ପାଉଲ ଏଫିସ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I

Miletus

ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I ତୁମେ ଏହାକୁ ପ୍ରେରିତ :୧୫ରେ କିପରି ଅନୁବାଦ କଲ ତାହା ଦେଖ I (ଦେଖ: rc://*/ta/man/translate/translate-names)