# General Information: ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ସେ କହୁଥିବା ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]]) # Connecting Statement: ପାଉଲ ଏଫିସ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I # Miletus ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I ତୁମେ ଏହାକୁ [ପ୍ରେରିତ ୨୦:୧୫](../20/15.md)ରେ କିପରି ଅନୁବାଦ କଲ ତାହା ଦେଖ I (ଦେଖ: [[rc://*/ta/man/translate/translate-names]])