or_tn/act/20/17.md

12 lines
1021 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ଆମ୍ଭମାନଙ୍କର” ଶବ୍ଦଟି ପାଉଲ ଓ ସେ କହୁଥିବା ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# Connecting Statement:
ପାଉଲ ଏଫିସ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I
# Miletus
ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I ତୁମେ ଏହାକୁ [ପ୍ରେରିତ :୧୫](../20/15.md)ରେ କିପରି ଅନୁବାଦ କଲ ତାହା ଦେଖ I (ଦେଖ: [[rc://*/ta/man/translate/translate-names]])