# Connecting Statement: ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ କଥା କହିବାରେ ଲାଗିଛନ୍ତି ([ପ୍ରେରିତ ୨୦:୧୭](../20/17.md))I # Now look, I know ଏବେ, ଯତ୍ନ ସହକାରେ ଧ୍ୟାନ ଦିଅ, କାରଣ ମୁଁ ଜାଣେ # I know that you all ମୁଁ ଜାଣେ ଯେ ତୁମ୍ଭେମାନେ ସମସ୍ତେ # among whom I went about proclaiming the kingdom ଏଠାରେ” ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ ବିଷୟକ ସମ୍ବାଦ ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରକାଶ କରିବେ ତାହା ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” (ଦେଖ: [[rc://*/ta/man/translate/figs-metonymy]]) # will see my face no more ଏଠାରେ “ମୁହଁ” ଶବ୍ଦଟି ପାଉଲଙ୍କର ଶାରୀରିକ ଦେହକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପୃଥିବୀରେ ମୋତେ ଆଉ ଦେଖିବ ନାହିଁ” (ଦେଖ: [[rc://*/ta/man/translate/figs-synecdoche]])