or_tn/act/20/25.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ କଥା କହିବାରେ ଲାଗିଛନ୍ତି ([ପ୍ରେରିତ :୧୭](../20/17.md))I
# Now look, I know
ଏବେ, ଯତ୍ନ ସହକାରେ ଧ୍ୟାନ ଦିଅ, କାରଣ ମୁଁ ଜାଣେ
# I know that you all
ମୁଁ ଜାଣେ ଯେ ତୁମ୍ଭେମାନେ ସମସ୍ତେ
# among whom I went about proclaiming the kingdom
ଏଠାରେ” ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ ବିଷୟକ ସମ୍ବାଦ ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” କିମ୍ବା “ଈଶ୍ବର କିପରି ଆପଣାକୁ ରାଜା ଭାବରେ ପ୍ରକାଶ କରିବେ ତାହା ମୁଁ ଯେଉଁମାନଙ୍କ ନିକଟରେ ପ୍ରଚାର କରିଥିଲି” (ଦେଖ: [[rc://*/ta/man/translate/figs-metonymy]])
# will see my face no more
ଏଠାରେ “ମୁହଁ” ଶବ୍ଦଟି ପାଉଲଙ୍କର ଶାରୀରିକ ଦେହକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପୃଥିବୀରେ ମୋତେ ଆଉ ଦେଖିବ ନାହିଁ” (ଦେଖ: [[rc://*/ta/man/translate/figs-synecdoche]])