or_tn/act/19/28.md

964 B

General Information:

ଏଠାରେ “ସେମାନେ” ମୂର୍ତ୍ତି ତିଆରି କରୁଥିବା ଶିଳ୍ପକାରମାନଙ୍କୁ ବୁଝାଏ (ପ୍ରେରିତ ୧୯: ୨୪-୨୫)I

they were filled with anger

ଏହା ଶିଳ୍ପକାରମାନଙ୍କ ବିଷୟରେ କହେ ଯେ ସତେ ଯେପରି ସେମାନେ ପାତ୍ର ଅଟନ୍ତି I ଏଠାରେ “କ୍ରୋଧ” ବିଷୟରେ କୁହାଯାଏ ସତେ ଯେପରି ତାହା କିଛି ଜିନିଷ ଯାହା ପାତ୍ରକୁ ପରିପୂର୍ଣ୍ଣ କରିଥାଏ I ବିକଳ୍ପ ଅନୁବାଦ: “ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ” (ଦେଖ: rc://*/ta/man/translate/figs-metaphor)

cried out

ଚିତ୍କାର କଲେ କିମ୍ବା “ପାଟି କଲେ”