or_tn/act/19/24.md

947 B

A certain silversmith named Demetrius

“ଜଣେ” ଶବ୍ଦର ବ୍ୟବହାର ଘଟଣା ମଧ୍ୟରେ ଜଣେ ନୂଆ ଲୋକର ପରିଚୟ କରାଉଛି I (ଦେଖ: rc://*/ta/man/translate/writing-participants)

silversmith

ଜଣେ ଶିଳ୍ପୀ ଯେ କି ରୂପା ଧାତୁରେ ମୂର୍ତ୍ତି ଓ ଅଳଙ୍କାର ତିଆରି କରିଥାଏ I

named Demetrius

ଏହା ଜଣେ ଲୋକର ନାମ I ଦୀମୀତ୍ରିୟ ଏଫିସର ଜଣେ ରୌପ୍ୟକାର ଯେ କି ପାଉଲ ଓ ସ୍ଥାନୀୟ ମଣ୍ଡଳୀର ବିରୁଦ୍ଧରେ ଥିଲା I(ଦେଖ: rc://*/ta/man/translate/translate-names)

brought in much business

ମୂର୍ତ୍ତି ତିଆରି କରୁଥିବା ଲୋକମାନଙ୍କ ପାଇଁ ବହୁତ ଅର୍ଥ ଲାଭ କରୁଥିଲେ