# A certain silversmith named Demetrius “ଜଣେ” ଶବ୍ଦର ବ୍ୟବହାର ଘଟଣା ମଧ୍ୟରେ ଜଣେ ନୂଆ ଲୋକର ପରିଚୟ କରାଉଛି I (ଦେଖ: [[rc://*/ta/man/translate/writing-participants]]) # silversmith ଜଣେ ଶିଳ୍ପୀ ଯେ କି ରୂପା ଧାତୁରେ ମୂର୍ତ୍ତି ଓ ଅଳଙ୍କାର ତିଆରି କରିଥାଏ I # named Demetrius ଏହା ଜଣେ ଲୋକର ନାମ I ଦୀମୀତ୍ରିୟ ଏଫିସର ଜଣେ ରୌପ୍ୟକାର ଯେ କି ପାଉଲ ଓ ସ୍ଥାନୀୟ ମଣ୍ଡଳୀର ବିରୁଦ୍ଧରେ ଥିଲା I(ଦେଖ: [[rc://*/ta/man/translate/translate-names]]) # brought in much business ମୂର୍ତ୍ତି ତିଆରି କରୁଥିବା ଲୋକମାନଙ୍କ ପାଇଁ ବହୁତ ଅର୍ଥ ଲାଭ କରୁଥିଲେ