or_tn/act/19/24.md

16 lines
947 B
Markdown
Raw Permalink Normal View History

2020-11-19 00:15:53 +00:00
# A certain silversmith named Demetrius
“ଜଣେ” ଶବ୍ଦର ବ୍ୟବହାର ଘଟଣା ମଧ୍ୟରେ ଜଣେ ନୂଆ ଲୋକର ପରିଚୟ କରାଉଛି I (ଦେଖ: [[rc://*/ta/man/translate/writing-participants]])
# silversmith
ଜଣେ ଶିଳ୍ପୀ ଯେ କି ରୂପା ଧାତୁରେ ମୂର୍ତ୍ତି ଓ ଅଳଙ୍କାର ତିଆରି କରିଥାଏ I
# named Demetrius
ଏହା ଜଣେ ଲୋକର ନାମ I ଦୀମୀତ୍ରିୟ ଏଫିସର ଜଣେ ରୌପ୍ୟକାର ଯେ କି ପାଉଲ ଓ ସ୍ଥାନୀୟ ମଣ୍ଡଳୀର ବିରୁଦ୍ଧରେ ଥିଲା I(ଦେଖ: [[rc://*/ta/man/translate/translate-names]])
# brought in much business
ମୂର୍ତ୍ତି ତିଆରି କରୁଥିବା ଲୋକମାନଙ୍କ ପାଇଁ ବହୁତ ଅର୍ଥ ଲାଭ କରୁଥିଲେ