# General Information: ଏଠାରେ “ସେମାନେ” ମୂର୍ତ୍ତି ତିଆରି କରୁଥିବା ଶିଳ୍ପକାରମାନଙ୍କୁ ବୁଝାଏ ([ପ୍ରେରିତ ୧୯: ୨୪-୨୫](./24.md))I # they were filled with anger ଏହା ଶିଳ୍ପକାରମାନଙ୍କ ବିଷୟରେ କହେ ଯେ ସତେ ଯେପରି ସେମାନେ ପାତ୍ର ଅଟନ୍ତି I ଏଠାରେ “କ୍ରୋଧ” ବିଷୟରେ କୁହାଯାଏ ସତେ ଯେପରି ତାହା କିଛି ଜିନିଷ ଯାହା ପାତ୍ରକୁ ପରିପୂର୍ଣ୍ଣ କରିଥାଏ I ବିକଳ୍ପ ଅନୁବାଦ: “ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ” (ଦେଖ: [[rc://*/ta/man/translate/figs-metaphor]]) # cried out ଚିତ୍କାର କଲେ କିମ୍ବା “ପାଟି କଲେ”