or_tn/act/19/28.md

12 lines
964 B
Markdown

# General Information:
ଏଠାରେ “ସେମାନେ” ମୂର୍ତ୍ତି ତିଆରି କରୁଥିବା ଶିଳ୍ପକାରମାନଙ୍କୁ ବୁଝାଏ ([ପ୍ରେରିତ ୧୯: ୨୪-୨୫](./24.md))I
# they were filled with anger
ଏହା ଶିଳ୍ପକାରମାନଙ୍କ ବିଷୟରେ କହେ ଯେ ସତେ ଯେପରି ସେମାନେ ପାତ୍ର ଅଟନ୍ତି I ଏଠାରେ “କ୍ରୋଧ” ବିଷୟରେ କୁହାଯାଏ ସତେ ଯେପରି ତାହା କିଛି ଜିନିଷ ଯାହା ପାତ୍ରକୁ ପରିପୂର୍ଣ୍ଣ କରିଥାଏ I ବିକଳ୍ପ ଅନୁବାଦ: “ସେମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ” (ଦେଖ: [[rc://*/ta/man/translate/figs-metaphor]])
# cried out
ଚିତ୍କାର କଲେ କିମ୍ବା “ପାଟି କଲେ”