or_tn/act/19/16.md

768 B

The evil spirit in the man leaped

ଏହାର ଅର୍ଥ ଏହି ଯେ ଅଶୁଚି ଆତ୍ମା ସେହି ଆତ୍ମାବିଷ୍ଟ ଲୋକକୁ ଭୂତୁଡିଆମାନଙ୍କ ଉପରେ ଡେଇଁପଡ଼ିବାକୁ ଚଲାଇଲା I

exorcists

ଏହା ଅଶୁଚି ଆତ୍ମାଗୁଡିକୁ ଲୋକମାନଙ୍କଠାରୁ ଅବା ସ୍ଥାନରୁ ଦୂର କରିଦେବା ଲୋକମାନଙ୍କୁ ବୁଝାଏ I ତୁମେ ଏହାକୁ ପ୍ରେରିତ ୧୯:୧୩ରେ କିପରି ଅନୁବାଦ କଲ ତାହା ଦେଖ I

they fled ... naked

ଭୂତୁଡିଆମାନେ ଉଲଙ୍ଗ ହୋଇ ପଳାଇଗଲେ I