# The evil spirit in the man leaped ଏହାର ଅର୍ଥ ଏହି ଯେ ଅଶୁଚି ଆତ୍ମା ସେହି ଆତ୍ମାବିଷ୍ଟ ଲୋକକୁ ଭୂତୁଡିଆମାନଙ୍କ ଉପରେ ଡେଇଁପଡ଼ିବାକୁ ଚଲାଇଲା I # exorcists ଏହା ଅଶୁଚି ଆତ୍ମାଗୁଡିକୁ ଲୋକମାନଙ୍କଠାରୁ ଅବା ସ୍ଥାନରୁ ଦୂର କରିଦେବା ଲୋକମାନଙ୍କୁ ବୁଝାଏ I ତୁମେ ଏହାକୁ [ପ୍ରେରିତ ୧୯:୧୩](../19/13.md)ରେ କିପରି ଅନୁବାଦ କଲ ତାହା ଦେଖ I # they fled ... naked ଭୂତୁଡିଆମାନେ ଉଲଙ୍ଗ ହୋଇ ପଳାଇଗଲେ I