or_tn/act/19/13.md

1.3 KiB

General Information:

ଏହା ଆଉ ଗୋଟିଏ ଘଟଣାର ଆରମ୍ଭ, ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I ଏହା ଯିହୂଦୀ ଭୂତୁଡିଆମାନଙ୍କ ବିଷୟରେ I

exorcists

ଯେଉଁ ଲୋକମାନେ ଲୋକମାନଙ୍କଠାରୁ ଅବା ସ୍ଥାନରୁ ମନ୍ଦ ଆତ୍ମାଗୁଡ଼ିକୁ ବାହାର କରୁଥିଲେ

the name of the Lord Jesus

ଏଠାରେ ‘ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

By the Jesus whom Paul proclaims

ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା, ତେଣୁ ଏହି ଭୂତୁଡିଆମାନେ ଚାହୁଁଥିଲେ ଯେ ସେମାନେ କାହା ବିଷୟରେ କହୁଛନ୍ତି ଲୋକେ ଜାଣନ୍ତୁ I

By the Jesus

ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ଅଧିକାରରେ” କିମ୍ବା “ଯୀଶୁଙ୍କର ଶକ୍ତିରେ” (ଦେଖ: rc://*/ta/man/translate/figs-metonymy)