or_tn/act/19/13.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ଆଉ ଗୋଟିଏ ଘଟଣାର ଆରମ୍ଭ, ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I ଏହା ଯିହୂଦୀ ଭୂତୁଡିଆମାନଙ୍କ ବିଷୟରେ I
# exorcists
ଯେଉଁ ଲୋକମାନେ ଲୋକମାନଙ୍କଠାରୁ ଅବା ସ୍ଥାନରୁ ମନ୍ଦ ଆତ୍ମାଗୁଡ଼ିକୁ ବାହାର କରୁଥିଲେ
# the name of the Lord Jesus
ଏଠାରେ ‘ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# By the Jesus whom Paul proclaims
ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା, ତେଣୁ ଏହି ଭୂତୁଡିଆମାନେ ଚାହୁଁଥିଲେ ଯେ ସେମାନେ କାହା ବିଷୟରେ କହୁଛନ୍ତି ଲୋକେ ଜାଣନ୍ତୁ I
# By the Jesus
ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ଅଧିକାରରେ” କିମ୍ବା “ଯୀଶୁଙ୍କର ଶକ୍ତିରେ” (ଦେଖ: [[rc://*/ta/man/translate/figs-metonymy]])