# General Information: ଏହା ଆଉ ଗୋଟିଏ ଘଟଣାର ଆରମ୍ଭ, ଯାହା ପାଉଲ ଏଫିସରେ ଥିବା ସମୟରେ ଘଟିଥିଲା I ଏହା ଯିହୂଦୀ ଭୂତୁଡିଆମାନଙ୍କ ବିଷୟରେ I # exorcists ଯେଉଁ ଲୋକମାନେ ଲୋକମାନଙ୍କଠାରୁ ଅବା ସ୍ଥାନରୁ ମନ୍ଦ ଆତ୍ମାଗୁଡ଼ିକୁ ବାହାର କରୁଥିଲେ # the name of the Lord Jesus ଏଠାରେ ‘ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]]) # By the Jesus whom Paul proclaims ସେହି ସମୟରେ ଯୀଶୁ ଏକ ସାଧାରଣ ନାମ ଥିଲା, ତେଣୁ ଏହି ଭୂତୁଡିଆମାନେ ଚାହୁଁଥିଲେ ଯେ ସେମାନେ କାହା ବିଷୟରେ କହୁଛନ୍ତି ଲୋକେ ଜାଣନ୍ତୁ I # By the Jesus ଏହା ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ଅଧିକାରରେ” କିମ୍ବା “ଯୀଶୁଙ୍କର ଶକ୍ତିରେ” (ଦେଖ: [[rc://*/ta/man/translate/figs-metonymy]])