or_tn/act/19/16.md

12 lines
768 B
Markdown

# The evil spirit in the man leaped
ଏହାର ଅର୍ଥ ଏହି ଯେ ଅଶୁଚି ଆତ୍ମା ସେହି ଆତ୍ମାବିଷ୍ଟ ଲୋକକୁ ଭୂତୁଡିଆମାନଙ୍କ ଉପରେ ଡେଇଁପଡ଼ିବାକୁ ଚଲାଇଲା I
# exorcists
ଏହା ଅଶୁଚି ଆତ୍ମାଗୁଡିକୁ ଲୋକମାନଙ୍କଠାରୁ ଅବା ସ୍ଥାନରୁ ଦୂର କରିଦେବା ଲୋକମାନଙ୍କୁ ବୁଝାଏ I ତୁମେ ଏହାକୁ [ପ୍ରେରିତ ୧୯:୧୩](../19/13.md)ରେ କିପରି ଅନୁବାଦ କଲ ତାହା ଦେଖ I
# they fled ... naked
ଭୂତୁଡିଆମାନେ ଉଲଙ୍ଗ ହୋଇ ପଳାଇଗଲେ I