or_tn/act/18/27.md

1.9 KiB

General Information:

ଏଠାରେ ‘ସେ” ଓ “ତାହାଙ୍କୁ’ ଶବ୍ଦଗୁଡ଼ିକ ଆପଲ୍ଲଙ୍କୁ ବୁଝାଏ (ପ୍ରେରିତ ୧୮:୨୪)I

to pass over into Achaia

ଆଖାୟା ଅଞ୍ଚଳକୁ ଯିବାକୁ I ଏଠାରେ “ଅତିକ୍ରମ କରି” ଶବ୍ଦ ବ୍ୟବହାର କରାଯାଇଛି, କାରଣ ଆପଲ୍ଲଙ୍କୁ ଏଫିସରୁ ଏଗୀୟାନ୍ ସମୁଦ୍ର ପାର ହୋଇ ଆଖାୟା ଦେଶକୁ ଯିବାକୁ ପଡିଥିଲା I

Achaia

ଆଖାୟା ଗ୍ରୀସ୍ ର ଦକ୍ଷିଣ ଭାଗରେ ଥିବା ଗୋଟିଏ ରୋମୀୟ ପ୍ରଦେଶ I ପ୍ରେରିତ ୧୮:୧୨ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

brothers

ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ତୁମେ ସ୍ପଷ୍ଟ କରିପାରିବ ଯେ ଏମାନେ ଏଫିସର ବିଶ୍ବାସୀଗଣ I ବିକଳ୍ପ ଅନୁବାଦ: “ଏଫିସର ସହ-ବିଶ୍ବାସୀଗଣ” (ଦେଖ: [[rc:///ta/man/translate/figs-gendernotations]] ଓ [[rc:///ta/man/translate/figs-explicit]])

wrote to the disciples

ଆଖାୟାରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ପତ୍ର ଲେଖିଲେ

those who believed by grace

ଯେଉଁମାନେ ଅନୁଗ୍ରହଦ୍ବାରା ପରିତ୍ରାଣରେ ବିଶ୍ବାସ କରିଥିଲେ କିମ୍ବା ‘ଯେଉଁମାନେ ଈଶ୍ବରଙ୍କ ଅନୁଗ୍ରହ ହେତୁ ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ”