# General Information: ଏଠାରେ ‘ସେ” ଓ “ତାହାଙ୍କୁ’ ଶବ୍ଦଗୁଡ଼ିକ ଆପଲ୍ଲଙ୍କୁ ବୁଝାଏ ([ପ୍ରେରିତ ୧୮:୨୪](./24.md))I # to pass over into Achaia ଆଖାୟା ଅଞ୍ଚଳକୁ ଯିବାକୁ I ଏଠାରେ “ଅତିକ୍ରମ କରି” ଶବ୍ଦ ବ୍ୟବହାର କରାଯାଇଛି, କାରଣ ଆପଲ୍ଲଙ୍କୁ ଏଫିସରୁ ଏଗୀୟାନ୍ ସମୁଦ୍ର ପାର ହୋଇ ଆଖାୟା ଦେଶକୁ ଯିବାକୁ ପଡିଥିଲା I # Achaia ଆଖାୟା ଗ୍ରୀସ୍ ର ଦକ୍ଷିଣ ଭାଗରେ ଥିବା ଗୋଟିଏ ରୋମୀୟ ପ୍ରଦେଶ I [ପ୍ରେରିତ ୧୮:୧୨](../18/12.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # brothers ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ତୁମେ ସ୍ପଷ୍ଟ କରିପାରିବ ଯେ ଏମାନେ ଏଫିସର ବିଶ୍ବାସୀଗଣ I ବିକଳ୍ପ ଅନୁବାଦ: “ଏଫିସର ସହ-ବିଶ୍ବାସୀଗଣ” (ଦେଖ: [[rc://*/ta/man/translate/figs-gendernotations]] ଓ [[rc://*/ta/man/translate/figs-explicit]]) # wrote to the disciples ଆଖାୟାରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ପତ୍ର ଲେଖିଲେ # those who believed by grace ଯେଉଁମାନେ ଅନୁଗ୍ରହଦ୍ବାରା ପରିତ୍ରାଣରେ ବିଶ୍ବାସ କରିଥିଲେ କିମ୍ବା ‘ଯେଉଁମାନେ ଈଶ୍ବରଙ୍କ ଅନୁଗ୍ରହ ହେତୁ ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ”