or_tn/act/18/24.md

1.6 KiB

General Information:

ଘଟଣା ମଧ୍ୟକୁ ଆପଲ୍ଲଙ୍କର ପରିଚୟ କରାଯାଉଛି I ୨୪ ଓ ୨୫ ପଦ ତାହାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

Connecting Statement:

ଏଫିସରେ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କ ପ୍ରତି କ’ଣ ଘଟିଲା ସେ ବିଷୟରେ ଲୂକ କହୁଛନ୍ତି I

Now

ମୁଖ୍ୟ ଘଟଣାଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I

a certain Jew named Apollos

“ଜଣେ” ଶବ୍ଦଟି ସୂଚାଇ ଦିଏ ଯେ ଲୂକ ଘଟଣା ମଧ୍ୟରେ ଏକ ନୂଆ ବ୍ୟକ୍ତିଙ୍କୁ ପରିଚୟ କରାଉଛନ୍ତି I (ଦେଖ: rc://*/ta/man/translate/writing-participants)

an Alexandrian by birth

ଆଲେକ୍ ଜାଣ୍ଡ୍ରିଆ ନଗରରେ ଜନ୍ମିଥିବା ଜଣେ ଲୋକ I ଏହା ଆଫ୍ରିକାର ଉତ୍ତର ଉପକୂଳରେ ଥିବା ମିଶରର ଗୋଟିଏ ନଗର I (ଦେଖ: rc://*/ta/man/translate/translate-names)

eloquent in speech

ଉତ୍ତମ ବକ୍ତା

mighty in the scriptures

ସେ ଶାସ୍ତ୍ରକୁ ଭଲ ଭାବରେ ଜାଣିଥିଲେ I ସେ ପୁରାତନ ନିୟମର ଲେଖାସବୁକୁ ଭଲ ଭାବରେ ବୁଝିଥିଲେ I