# General Information: ଘଟଣା ମଧ୍ୟକୁ ଆପଲ୍ଲଙ୍କର ପରିଚୟ କରାଯାଉଛି I ୨୪ ଓ ୨୫ ପଦ ତାହାଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]]) # Connecting Statement: ଏଫିସରେ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କ ପ୍ରତି କ’ଣ ଘଟିଲା ସେ ବିଷୟରେ ଲୂକ କହୁଛନ୍ତି I # Now ମୁଖ୍ୟ ଘଟଣାଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I # a certain Jew named Apollos “ଜଣେ” ଶବ୍ଦଟି ସୂଚାଇ ଦିଏ ଯେ ଲୂକ ଘଟଣା ମଧ୍ୟରେ ଏକ ନୂଆ ବ୍ୟକ୍ତିଙ୍କୁ ପରିଚୟ କରାଉଛନ୍ତି I (ଦେଖ: [[rc://*/ta/man/translate/writing-participants]]) # an Alexandrian by birth ଆଲେକ୍ ଜାଣ୍ଡ୍ରିଆ ନଗରରେ ଜନ୍ମିଥିବା ଜଣେ ଲୋକ I ଏହା ଆଫ୍ରିକାର ଉତ୍ତର ଉପକୂଳରେ ଥିବା ମିଶରର ଗୋଟିଏ ନଗର I (ଦେଖ: [[rc://*/ta/man/translate/translate-names]]) # eloquent in speech ଉତ୍ତମ ବକ୍ତା # mighty in the scriptures ସେ ଶାସ୍ତ୍ରକୁ ଭଲ ଭାବରେ ଜାଣିଥିଲେ I ସେ ପୁରାତନ ନିୟମର ଲେଖାସବୁକୁ ଭଲ ଭାବରେ ବୁଝିଥିଲେ I