or_tn/act/18/27.md

24 lines
1.9 KiB
Markdown

# General Information:
ଏଠାରେ ‘ସେ” ଓ “ତାହାଙ୍କୁ’ ଶବ୍ଦଗୁଡ଼ିକ ଆପଲ୍ଲଙ୍କୁ ବୁଝାଏ ([ପ୍ରେରିତ ୧୮:୨୪](./24.md))I
# to pass over into Achaia
ଆଖାୟା ଅଞ୍ଚଳକୁ ଯିବାକୁ I ଏଠାରେ “ଅତିକ୍ରମ କରି” ଶବ୍ଦ ବ୍ୟବହାର କରାଯାଇଛି, କାରଣ ଆପଲ୍ଲଙ୍କୁ ଏଫିସରୁ ଏଗୀୟାନ୍ ସମୁଦ୍ର ପାର ହୋଇ ଆଖାୟା ଦେଶକୁ ଯିବାକୁ ପଡିଥିଲା I
# Achaia
ଆଖାୟା ଗ୍ରୀସ୍ ର ଦକ୍ଷିଣ ଭାଗରେ ଥିବା ଗୋଟିଏ ରୋମୀୟ ପ୍ରଦେଶ I [ପ୍ରେରିତ ୧୮:୧୨](../18/12.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
# brothers
ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ତୁମେ ସ୍ପଷ୍ଟ କରିପାରିବ ଯେ ଏମାନେ ଏଫିସର ବିଶ୍ବାସୀଗଣ I ବିକଳ୍ପ ଅନୁବାଦ: “ଏଫିସର ସହ-ବିଶ୍ବାସୀଗଣ” (ଦେଖ: [[rc://*/ta/man/translate/figs-gendernotations]] ଓ [[rc://*/ta/man/translate/figs-explicit]])
# wrote to the disciples
ଆଖାୟାରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ପତ୍ର ଲେଖିଲେ
# those who believed by grace
ଯେଉଁମାନେ ଅନୁଗ୍ରହଦ୍ବାରା ପରିତ୍ରାଣରେ ବିଶ୍ବାସ କରିଥିଲେ କିମ୍ବା ‘ଯେଉଁମାନେ ଈଶ୍ବରଙ୍କ ଅନୁଗ୍ରହ ହେତୁ ଯୀଶୁଙ୍କଠାରେ ବିଶ୍ବାସ କରିଥିଲେ”