or_tn/act/18/02.md

1.3 KiB
Raw Permalink Blame History

There he met

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ପାଉଲ ଅକସ୍ମାତ୍ ଦେଖାପାଇଲେ କିମ୍ବା ) ପାଉଲ ଉଦ୍ଦେଶ୍ୟମୂଳକ ଭାବେ ଖୋଜିପାଇଲେ I

a Jew named Aquila

ଏଠାରେ “ଜଣେ” ଶବ୍ଦ ସୂଚାଇ ଦିଏ ଯେ ଘଟଣା ମଧରେ ଏହା ଜଣେ ନୂଆ ଲୋକକୁ ପରିଚୟ କରାଉଛି I (ଦେଖ: rc://*/ta/man/translate/writing-participants)

a native of Pontus

ପନ୍ତ କୃଷ୍ଣସମୁଦ୍ରର ଦକ୍ଷିଣ ଉପକୂଳରେ ଥିବା ଏକ ପ୍ରଦେଶ I (ଦେଖ: rc://*/ta/man/translate/translate-names)

had recently come

ଏହା ସମ୍ଭବତଃ ପୂର୍ବ ବର୍ଷ ଥିଲା I

Italy

ଏହା ଦେଶର ନାମ I ରୋମ୍ ହେଉଛି ଇଟାଲୀର ରାଜଧାନୀ I (ଦେଖ: rc://*/ta/man/translate/translate-names)

Claudius had commanded

କ୍ଲାଉଦିଅ ସେହି ସମୟର ରୋମୀୟ ସମ୍ରାଟ ଥିଲେ I ତୁମେ ଏହାକୁ ପ୍ରେରିତ ୧୧:୨୮ରେ କିପରି ଅନୁବାଦ କଲ ତାହା ଦେଖ I