or_tn/act/18/02.md

24 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# There he met
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ପାଉଲ ଅକସ୍ମାତ୍ ଦେଖାପାଇଲେ କିମ୍ବା ) ପାଉଲ ଉଦ୍ଦେଶ୍ୟମୂଳକ ଭାବେ ଖୋଜିପାଇଲେ I
# a Jew named Aquila
ଏଠାରେ “ଜଣେ” ଶବ୍ଦ ସୂଚାଇ ଦିଏ ଯେ ଘଟଣା ମଧରେ ଏହା ଜଣେ ନୂଆ ଲୋକକୁ ପରିଚୟ କରାଉଛି I (ଦେଖ: [[rc://*/ta/man/translate/writing-participants]])
# a native of Pontus
ପନ୍ତ କୃଷ୍ଣସମୁଦ୍ରର ଦକ୍ଷିଣ ଉପକୂଳରେ ଥିବା ଏକ ପ୍ରଦେଶ I (ଦେଖ: [[rc://*/ta/man/translate/translate-names]])
# had recently come
ଏହା ସମ୍ଭବତଃ ପୂର୍ବ ବର୍ଷ ଥିଲା I
# Italy
ଏହା ଦେଶର ନାମ I ରୋମ୍ ହେଉଛି ଇଟାଲୀର ରାଜଧାନୀ I (ଦେଖ: [[rc://*/ta/man/translate/translate-names]])
# Claudius had commanded
କ୍ଲାଉଦିଅ ସେହି ସମୟର ରୋମୀୟ ସମ୍ରାଟ ଥିଲେ I ତୁମେ ଏହାକୁ [ପ୍ରେରିତ ୧୧:୨୮](../11/28.md)ରେ କିପରି ଅନୁବାଦ କଲ ତାହା ଦେଖ I