# There he met ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ପାଉଲ ଅକସ୍ମାତ୍ ଦେଖାପାଇଲେ କିମ୍ବା ୨) ପାଉଲ ଉଦ୍ଦେଶ୍ୟମୂଳକ ଭାବେ ଖୋଜିପାଇଲେ I # a Jew named Aquila ଏଠାରେ “ଜଣେ” ଶବ୍ଦ ସୂଚାଇ ଦିଏ ଯେ ଘଟଣା ମଧରେ ଏହା ଜଣେ ନୂଆ ଲୋକକୁ ପରିଚୟ କରାଉଛି I (ଦେଖ: [[rc://*/ta/man/translate/writing-participants]]) # a native of Pontus ପନ୍ତ କୃଷ୍ଣସମୁଦ୍ରର ଦକ୍ଷିଣ ଉପକୂଳରେ ଥିବା ଏକ ପ୍ରଦେଶ I (ଦେଖ: [[rc://*/ta/man/translate/translate-names]]) # had recently come ଏହା ସମ୍ଭବତଃ ପୂର୍ବ ବର୍ଷ ଥିଲା I # Italy ଏହା ଦେଶର ନାମ I ରୋମ୍ ହେଉଛି ଇଟାଲୀର ରାଜଧାନୀ I (ଦେଖ: [[rc://*/ta/man/translate/translate-names]]) # Claudius had commanded କ୍ଲାଉଦିଅ ସେହି ସମୟର ରୋମୀୟ ସମ୍ରାଟ ଥିଲେ I ତୁମେ ଏହାକୁ [ପ୍ରେରିତ ୧୧:୨୮](../11/28.md)ରେ କିପରି ଅନୁବାଦ କଲ ତାହା ଦେଖ I