or_tn/act/11/28.md

1.2 KiB

Agabus by name

ଯାହାର ନାମ ଆଗାବ ଥିଲା

indicated by the Spirit

ପବିତ୍ର ଆତ୍ମା ତାହାଙ୍କୁ ଭାବବାଣୀ କହିବାକୁ ସମର୍ଥ କଲେ

a great famine would occur

ଖାଦ୍ୟର ଏକ ମହାଦୁର୍ଭିକ୍ଷ ହେବ

over all the world

ଏହା ଏକ ସାଧାରଣ ଅନୁମାନ ଯାହା ସେମାନେ ରହୁଥିବା ଜଗତର ଅଂଶ ସମ୍ବନ୍ଧରେ କୁହାଯାଉଛି I ବିକଳ୍ପ ଅନୁବାଦ: “ସମଗ୍ର ଜନବସତି ଜଗତରେ” କିମ୍ବା “ସମଗ୍ର ରୋମୀୟ ସାମ୍ରାଜ୍ୟରେ” (ଦେଖ: rc://*/ta/man/translate/figs-hyperbole)

in the days of Claudius

ଲୂକଙ୍କର ପାଠକମାନେ ଜାଣିଥିବେ ଯେ ସେହି ସମୟରେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ” (ଦେଖ: rc://*/ta/man/translate/figs-explicit)