# Agabus by name ଯାହାର ନାମ ଆଗାବ ଥିଲା # indicated by the Spirit ପବିତ୍ର ଆତ୍ମା ତାହାଙ୍କୁ ଭାବବାଣୀ କହିବାକୁ ସମର୍ଥ କଲେ # a great famine would occur ଖାଦ୍ୟର ଏକ ମହାଦୁର୍ଭିକ୍ଷ ହେବ # over all the world ଏହା ଏକ ସାଧାରଣ ଅନୁମାନ ଯାହା ସେମାନେ ରହୁଥିବା ଜଗତର ଅଂଶ ସମ୍ବନ୍ଧରେ କୁହାଯାଉଛି I ବିକଳ୍ପ ଅନୁବାଦ: “ସମଗ୍ର ଜନବସତି ଜଗତରେ” କିମ୍ବା “ସମଗ୍ର ରୋମୀୟ ସାମ୍ରାଜ୍ୟରେ” (ଦେଖ: [[rc://*/ta/man/translate/figs-hyperbole]]) # in the days of Claudius ଲୂକଙ୍କର ପାଠକମାନେ ଜାଣିଥିବେ ଯେ ସେହି ସମୟରେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ” (ଦେଖ: [[rc://*/ta/man/translate/figs-explicit]])