or_tn/act/11/28.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Agabus by name
ଯାହାର ନାମ ଆଗାବ ଥିଲା
# indicated by the Spirit
ପବିତ୍ର ଆତ୍ମା ତାହାଙ୍କୁ ଭାବବାଣୀ କହିବାକୁ ସମର୍ଥ କଲେ
# a great famine would occur
ଖାଦ୍ୟର ଏକ ମହାଦୁର୍ଭିକ୍ଷ ହେବ
# over all the world
ଏହା ଏକ ସାଧାରଣ ଅନୁମାନ ଯାହା ସେମାନେ ରହୁଥିବା ଜଗତର ଅଂଶ ସମ୍ବନ୍ଧରେ କୁହାଯାଉଛି I ବିକଳ୍ପ ଅନୁବାଦ: “ସମଗ୍ର ଜନବସତି ଜଗତରେ” କିମ୍ବା “ସମଗ୍ର ରୋମୀୟ ସାମ୍ରାଜ୍ୟରେ” (ଦେଖ: [[rc://*/ta/man/translate/figs-hyperbole]])
# in the days of Claudius
ଲୂକଙ୍କର ପାଠକମାନେ ଜାଣିଥିବେ ଯେ ସେହି ସମୟରେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ କ୍ଲାଉଦିଅ ରୋମ୍ ର ସମ୍ରାଟ ଥିଲେ” (ଦେଖ: [[rc://*/ta/man/translate/figs-explicit]])