or_tn/act/16/04.md

1.0 KiB

General Information:

ଏଠାରେ “ସେମାନେ” ଶବ୍ଦଟି ପାଉଲ, ଶୀଲା (ପ୍ରେରିତ ୧୫:୪୦), ଓ ତୀମଥି (ପ୍ରେରିତ ୧୬:୩)ଙ୍କୁ ବୁଝାଏ I

for them to obey

ମଣ୍ଡଳୀର ସଦସ୍ୟମାନଙ୍କୁ ମାନିବାକୁ କିମ୍ବା “ବିଶ୍ବାସୀମାନଙ୍କୁ ମାନିବାକୁ”

that had been written by the apostles and elders in Jerusalem

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନିବାଦ: “ଯାହା ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ” (ଦେଖ: rc://*/ta/man/translate/figs-activepassive)

the churches

ଏଠାରେ ଏହା ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)