or_tn/act/16/04.md

16 lines
1.0 KiB
Markdown

# General Information:
ଏଠାରେ “ସେମାନେ” ଶବ୍ଦଟି ପାଉଲ, ଶୀଲା ([ପ୍ରେରିତ ୧୫:୪୦](../15/40.md)), ଓ ତୀମଥି ([ପ୍ରେରିତ ୧୬:୩](./03.md))ଙ୍କୁ ବୁଝାଏ I
# for them to obey
ମଣ୍ଡଳୀର ସଦସ୍ୟମାନଙ୍କୁ ମାନିବାକୁ କିମ୍ବା “ବିଶ୍ବାସୀମାନଙ୍କୁ ମାନିବାକୁ”
# that had been written by the apostles and elders in Jerusalem
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନିବାଦ: “ଯାହା ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ” (ଦେଖ: [[rc://*/ta/man/translate/figs-activepassive]])
# the churches
ଏଠାରେ ଏହା ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])