# General Information: ଏଠାରେ “ସେମାନେ” ଶବ୍ଦଟି ପାଉଲ, ଶୀଲା ([ପ୍ରେରିତ ୧୫:୪୦](../15/40.md)), ଓ ତୀମଥି ([ପ୍ରେରିତ ୧୬:୩](./03.md))ଙ୍କୁ ବୁଝାଏ I # for them to obey ମଣ୍ଡଳୀର ସଦସ୍ୟମାନଙ୍କୁ ମାନିବାକୁ କିମ୍ବା “ବିଶ୍ବାସୀମାନଙ୍କୁ ମାନିବାକୁ” # that had been written by the apostles and elders in Jerusalem ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନିବାଦ: “ଯାହା ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନେ ଲେଖିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # the churches ଏଠାରେ ଏହା ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])