or_tn/act/16/03.md

1.3 KiB

circumcised him

ଏହା ସମ୍ଭବ ଯେ ପାଉଲ ନିଜେ ତୀମଥିଙ୍କୁ ସୁନ୍ନତ କରିଥିଲେ, କିନ୍ତୁ ଏହା ଅଧିକ ସମ୍ଭବ ଯେ ସେ ଅନ୍ୟ କାହା ଦ୍ବାରା ତୀମଥିଙ୍କୁ ସୁନ୍ନତ କରିଥିଲେ I

because of the Jews that were in those places

କାରଣ ସେହି ଅଞ୍ଚଳରେ ଯିହୂଦୀମାନେ ବାସ କରୁଥିଲେ ଯେଉଁ ସ୍ଥାନସବୁକୁ ପାଉଲ ଓ ତୀମଥି ଯାତ୍ରା କରିବାର ଥିଲା

for they all knew that his father was a Greek

ଯେହେତୁ ଗ୍ରୀକ୍ ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ସୁନ୍ନତ କରୁ ନ ଥିଲେ, ଯିହୂଦୀମାନେ ଜାଣିଥାନ୍ତେ ଯେ ତୀମଥିଙ୍କର ସୁନ୍ନତ ହୋଇନାହିଁ, ଓ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କର ସମ୍ବାଦ ଶୁଣିବା ପୂର୍ବରୁ ପାଉଲ ଓ ତୀମଥିଙ୍କୁ ଅଗ୍ରାହ୍ୟ କରିଥାନ୍ତେ I (ଦେଖ: rc://*/ta/man/translate/figs-explicit)