# circumcised him ଏହା ସମ୍ଭବ ଯେ ପାଉଲ ନିଜେ ତୀମଥିଙ୍କୁ ସୁନ୍ନତ କରିଥିଲେ, କିନ୍ତୁ ଏହା ଅଧିକ ସମ୍ଭବ ଯେ ସେ ଅନ୍ୟ କାହା ଦ୍ବାରା ତୀମଥିଙ୍କୁ ସୁନ୍ନତ କରିଥିଲେ I # because of the Jews that were in those places କାରଣ ସେହି ଅଞ୍ଚଳରେ ଯିହୂଦୀମାନେ ବାସ କରୁଥିଲେ ଯେଉଁ ସ୍ଥାନସବୁକୁ ପାଉଲ ଓ ତୀମଥି ଯାତ୍ରା କରିବାର ଥିଲା # for they all knew that his father was a Greek ଯେହେତୁ ଗ୍ରୀକ୍ ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ସୁନ୍ନତ କରୁ ନ ଥିଲେ, ଯିହୂଦୀମାନେ ଜାଣିଥାନ୍ତେ ଯେ ତୀମଥିଙ୍କର ସୁନ୍ନତ ହୋଇନାହିଁ, ଓ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କର ସମ୍ବାଦ ଶୁଣିବା ପୂର୍ବରୁ ପାଉଲ ଓ ତୀମଥିଙ୍କୁ ଅଗ୍ରାହ୍ୟ କରିଥାନ୍ତେ I (ଦେଖ: [[rc://*/ta/man/translate/figs-explicit]])